STORYMIRROR

Gouttam kachim

Tragedy

3  

Gouttam kachim

Tragedy

ସମ୍ପର୍କର ଉଦାହରଣ

ସମ୍ପର୍କର ଉଦାହରଣ

1 min
191

ଦୁନିଆରେ ଯେତିକି ଜୀବ ଅଛନ୍ତି,

ବସ୍ତୁ ଅଛି,

ସମସ୍ତଙ୍କର ସଂପର୍କ ଅଛି,

ଯେମିତି ମଣିଷଙ୍କ ଭିତରେ,

ସ୍ବାମୀ, ସ୍ତ୍ରୀ, ବାପା, ପୁଅ,

ମାଁ, ଝିଅ, ଜ୍ବାଇଁ , ଶଳା, ଭିଣୋଇ,

ଶାଳୀ, ମାମୁଁ ଭଣଜା, ଦାଦା ପୁତୁରା ଇତ୍ୟାଦି,

ହେଲେ ଏଇ ସଂପର୍କ ଭିତରେ ବି,

ନଥାଏ ଘନିଷ୍ଟ,

ଯେମିତି କି କିଛି ବସ୍ତୁ ର ସମର୍କ,

ଅତି ଘନିଷ୍ଟ, ଆତ୍ମୀୟ, ଅଭୂଲା, ଚିର ସ୍ମରଣୀୟ ଥାଏ,

ଯେମିତି କି ମହମ ଆଉ ସୂତା ର ସମ୍ପର୍କ,

ସୂତା ରେ ନିଆଁ ଲାଗିଲେ ଧୀରେ ଧୀରେ ଜଳିଯାଏ,

ଏବଂ ଆସ୍ତେ ଆସ୍ତେ ମହମ ତରଳି ଯାଇ,

ସୂତା ପଛେ ପଛେ ପିଛା କରି ଚାଲେ,

ହେଲେସୂତା କୁ ଆଉ ପାଏନି,

କିନ୍ତୁ ତାଙ୍କ ସଂପର୍କ କିନ୍ତୁ ଅତି ଘନିଷ୍ଟ ଆତ୍ମୀୟ,

ଅତି ନିବିଡ଼, ଅତି ନିବିଡ଼, ଅତି ନିବିଡ଼।


Rate this content
Log in

Similar oriya poem from Tragedy