STORYMIRROR

Manorama Mohanty

Abstract

2  

Manorama Mohanty

Abstract

ସମ୍ପର୍କ

ସମ୍ପର୍କ

1 min
3.0K


 ଜୀବନ ର ଚଲାପଥେ କେତେ ସ୍ମୃତି 

     କେତେ ପରିଚୟ 

କେତେ ପୁଣି ଅଭିଜ୍ଞତା, ଅନୁଭୂତି 

    ଭାବ ବିନିମୟ 

କେତେ ଆକର୍ଷଣ କେତେ ବିମୋହନ 

କେତେ ଯେ ବନ୍ଧୁତା 

କେତେ ମାନ ଅଭିମାନ ଯୁକ୍ତିତର୍କ 

ପ୍ରତିଦ୍ବନ୍ଦିତା

ସବୁ ଦିନେ ସରିଯିବ 

 ଫିକା ପଡ଼ିଯିବ ଜୀବନ ର ରଙ୍ଗ 

ସମୟର ସୁଏ ଖାଲି ଛଳ ଛଳ 

 ସ୍ମୃତି ର ତରଙ୍ଗ 

ଏଠି କିନ୍ତୁ ଭିନ୍ନ ନୁହେଁ ଏକା ଇଲାକାରେ 

ଭିନ୍ନ ଆମେ ଲୋକ 

ସମୟଟା ଗଡିଯାଏ ସିନା 

 ଯୋଡି, ଛିଡାଏ ସେ ସ୍ମୃତି ଓ ସମ୍ପର୍କ 


Rate this content
Log in

Similar oriya poem from Abstract