STORYMIRROR

jagabandhu sahu

Comedy

3  

jagabandhu sahu

Comedy

ସ୍ଲାପ୍ ଡେ

ସ୍ଲାପ୍ ଡେ

1 min
118

ନଈ କୂଳେ ପ୍ରିୟା   ବସିଥିଲା ଏକା

   ଅଭିମାନ ମୋଠେ କରି

ମୁଁ କହିଲି ପ୍ରିୟା ହେଲା ଟିକେ ଡେରି

   ଆଇ ଏମ୍ ଭେରି ସରି ॥

ଏଇ କଥା କହି   କୁଣ୍ଢେଇ ଧରିକି

    ଦେଲି ତା ଗାଲରେ ଚୁମା

ଠୋକିନା ଦେଲା ଗାଲକୁ ମୋହର

    କହିଲା ରାଗନି ଜମା

  ଆଗୋ ମୋ ପିଲାର ନନା ॥

ଆଜି ପରା ଅଟେ ସ୍ଳାଆପ୍ ଡେଏ ଟି 

   ସେଥି ପାଇଁ ଏତେ ଡ୍ରାମା

ସତକଥା କୁହ ସଟ୍ ପ୍ରାଇଜ୍‌‌ଟା

   ଭଲ ହେଲାକି ନା ! 

  ଭୁଲ୍ ବୁଝ ନାହିଁ ଜମା ...... ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy