STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଶୂନ ର ଜୀବନ

ଶୂନ ର ଜୀବନ

1 min
308

ଜୀବନ ଓଳି ତଳର

ବର୍ଷା ପାଣିରେ

କାଗଜ ଡଂଗାଟେ

ଏତେ ଲୋଚା କୋଚା

ଜୀବନ ରଚନା ର

ଶେଷ କଥାରେ

ଶୂନ ଶୂନ_ଶୂନ _ଶୂନ

ସବୁ ମୋଟରେ

ଶୂନ ଶୂନ୍ୟ ରେ ଜୀବନ

ଆରମ୍ଭ

ଶୂନ୍ୟ ରେ ଶେଷ

ମରଣ

ସତ କଥା

ଜୀବନ ରେ

ଜନ୍ମ ଥିଲେ

ମରଣ

ସୁନିଶ୍ଚିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract