ଶସ୍ତା କବିତା - 11
ଶସ୍ତା କବିତା - 11
ଫୁଲ ଗଛ କହେ କଢ ରହୁନାହିଁ
ଭାଙ୍ଗୁଛନ୍ତି ଡାଳ ଓଗେର
ଆମ ପରିଚୟ ଜାଣିଲୁନି ଆମେ
କିଏ ଗେଣ୍ଡୁ କିଏ ଟଗର
ପ୍ରମୋଦ କୁମାର ଜେନା ©
ଫୁଲ ଗଛ କହେ କଢ ରହୁନାହିଁ
ଭାଙ୍ଗୁଛନ୍ତି ଡାଳ ଓଗେର
ଆମ ପରିଚୟ ଜାଣିଲୁନି ଆମେ
କିଏ ଗେଣ୍ଡୁ କିଏ ଟଗର
ପ୍ରମୋଦ କୁମାର ଜେନା ©