STORYMIRROR

Prasanna Kumar Swain

Classics

3  

Prasanna Kumar Swain

Classics

ଶରତ

ଶରତ

1 min
82


ଇଏ ମାଆଙ୍କର ଋତୁ

ଆକାଶ, ଧରଣୀ ,ନଈ ଓ ସମୁଦ୍ର

ସବୁଠି ସ୍ନେହ ସବୁଠି ସରାଗ

ଅଞ୍ଜୁଳା ପାତିଲେ ହସ ଝରିପଡେ

କାକର ପରିକା

ନୟନ ନିମୀଳିତ କଲେ

ଅବତୀର୍ଣ୍ଣା ସ୍ଵୟଂ ସ୍ଵୟଂପ୍ରଭା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics