STORYMIRROR

Prasanna Kumar Swain

Classics

3  

Prasanna Kumar Swain

Classics

ଗରବା ପ୍ରସନ୍ନ

ଗରବା ପ୍ରସନ୍ନ

1 min
213

ସେ କେବଳ ନୃତ୍ୟ ନୁହେଁ

କି ଅଙ୍ଗଭଙ୍ଗୀ ନୁହେଁ

ଗୋଟେ ସାଂସ୍କୃତିକ ସ୍ଵପ୍ନ ଭୂରୁଭୂରୁ

ଆନ୍ଦୋଳନ


ମନ, ହୃଦୟ, ପ୍ରାଣ, ଦେହ

ସବୁର ଗୋଟେ କ୍ଷୀପ୍ର ସମର୍ପଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics