STORYMIRROR

Baishnaba Bhoi

Inspirational

2  

Baishnaba Bhoi

Inspirational

ଶିଶିର ବିନ୍ଦୁ

ଶିଶିର ବିନ୍ଦୁ

1 min
5.7K


ଧନର ପାହାଡ

ଉପରେ ଧନ

ତେଲିଆ ମୁଣ୍ଡରେ ତେଲ

ଶିଳ୍ପପତି ମାନଂକ

ଲୁଟି ତରାଜ

ଗଣତନ୍ତ୍ର ନାମ ରେ

ମିଥ୍ୟା ଶପଥ ପାଠ

ବରଷ ପରେ ବରଷ

ଧନ ର ସେ ଖେଳ

ଲୋଭ ଉପୁଜେଇବା ସେହି

ଲୋକ ର କାମ ତ !

ଗରିବ ବାପୁଡା

ଛିଦ୍ର ଉଣ୍ଡିବା କାମରେ ଲାଗିଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational