ସମୟ ର ଡାକରା
ସମୟ ର ଡାକରା
1 min
9.3K
ସମୟ କହୁଛି
ରେ ମାନବ !
ଅପାତ୍ର ରେ ମୋତେ
କରୁଅଛ ନଷ୍ଟ ।
ବୟସ ଗଡିଲା ପରେ
ବୁଝିବ ଅବଶ୍ୟ ।
