Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baishnaba Bhoi

Others

2  

Baishnaba Bhoi

Others

ବୟସର ଡାକ

ବୟସର ଡାକ

1 min
2.8K


କୁମ୍ଭକର୍ଣ୍ଣ ପରି ଶୋଇଲା

ପୁଅକୁ କିଏ ଅବା କହିବ

ଧନ ମୋର ଶୋଇ ଶୋଇ

ଦେଖୁଚି ସୁନାର ସପନ !

ପିଲାଦିନ ଚାଲି ଗଲା ପରେ

ଜୁଆନ୍ ବପୁ ଭରା ଦେହ

ବୟସ କୁ ମାନେ ନା

ମାନେ ନା ବାପା ମା ଆ ବୋଲା

ବୋଲକରା ଉପଦେଶ ।

ମଥାରେ କରମାରି

ବାପା ବସି ଗଣୁ ଅଛି

ମାସ ପରେ ବରଷ

ପୁଅ ଶୋଇଚି ମଜାରେ

ବାପର ଛୁଟେ ବେଦନା

ଭରା ଜୀବନ ର ପଥ ।


Rate this content
Log in