STORYMIRROR

Baishnaba Bhoi

Others

2  

Baishnaba Bhoi

Others

ଜନନୀ

ଜନନୀ

1 min
4.2K


ଜନ୍ମଦାତ୍ରୀ ଜନନୀ
ମାଆ ମୋର
କିପରି ଶୁଝିବି
ଋଣ ତୋର ?
ତୋର ହାତ ଗଢା
ଖେଳଣା ଗୋଟେ ମୋ
ଜୀବନ ର ଖେଳ
ସେଥିରେ ତୁ ଭରି ଦେଉ
ଆନନ୍ଦ ପସରା ।
ଜନନୀ ତୁ
ସକଳ ଶକ୍ତି ର
ଆଧାର ।
ଅହରହ ଲାଗି ଥାଉ
ସେବା ରେ ମୋହର ।
ଜନନୀ ଗୋ
କରେ ପ୍ରଣିପାତ
ଘେନା କର
ବିନତୀ ମୋହର ।


Rate this content
Log in