Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics

3  

ABADHOOT PANDA

Classics

ଶୀତ ଋତୁ

ଶୀତ ଋତୁ

1 min
403



ଶୀତ ଋତୁର ଆଗମନ ଧରା ବୁକେ 

କରାଇ ଜନମନ ପ୍ରାଣେ 

ନବ ଉଦ୍ଦୀପନାର ଜାଗରଣ ଆଶାର 

ସଉଧ ଗଢ଼ି ଚାଲେ ଆଜି ନ ହୋଇ ପରାଙମୁଖ l

 ଆମେ ଜାଣୁ ଶୀତର ମହାତ୍ମ୍ୟ ଶରୀରେ ଢ଼ାଙ୍କି ପଶମ ପୋଷାକ l 

ପନିପରିବା ସଦ୍ୟ ଭୁଞ୍ଜି ତନୁ ମନ କରୁ  ପ୍ରଫୁଲ୍ଲିତ l

ପ୍ରଭୁଙ୍କ କୃପାରେ ଆମେ ଆଶ୍ରିତ l

 ମହାପ୍ରଭୁଙ୍କୁ କରୁ ଆମେ ବିନତି ସଦା l 

କେବେ ବି କରିବୁନି ତାଙ୍କୁ ସ୍ୱଅନ୍ତରୁ ବିଦା l 

ଋତୁଚର୍ଯ୍ୟାର ଶୃଙ୍ଖଳା ରହିବାକୁ ଚିରନ୍ତନ ପୃଥିବୀ ପୃଷ୍ଠେ l କରିଚାଲିଛୁ ଈଶ୍ବର ଙ୍କୁ ପ୍ରାର୍ଥନା ବିଶ୍ୱବାସୀଙ୍କ ମଙ୍ଗଳ ଅତି ।


Rate this content
Log in

Similar oriya poem from Classics