STORYMIRROR

Rojalin kar

Romance

3  

Rojalin kar

Romance

ଶୀତ ରାତି

ଶୀତ ରାତି

1 min
221

ଶିରି ଶିରି ବାଆ ଦେହକୁ ଛୁଏଁ ଲୋ

ଫୁଟିଲାଣି ଜହ୍ନିଫୁଲ ,

ତୁ ନାହୁଁ ଘରଣୀ ଏ ଜାଡ ଶୀତରେ

କାହାକୁ କରିବି ଗେଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance