Rojalin kar
Tragedy
ବୁଧବାର ଗଲା ଅଧା ଛାଡଖାଇ
ଆସିଗଲା ଶୁକ୍ରବାର ,
ଛେଳି କହେ ଆଲୋ କୁକୁଡ଼ା ସଙ୍ଗାତ
ରହିବନି ତୋର ପର ।
ମାଡ଼ୁଛି ମତେ ଲୋ ଡର ,
ଧାରୁଆ ଛୁରୀରେ ଗଳା ମୋ କାଟିବେ
ବଡ଼ ନିଷ୍ଠୁର ଏ ନର ।
ଛାଡଖାଇ
ଶୀତ ରାତି
ଶୂନ୍ୟସ୍ଥାନ
ରାମ ନାମ ସଂକୀର୍ତ୍ତନ ତୁ ନଶୁଣି ସେ ସ୍ଥାନରୁ ବେଗେ ଖସୁ। ରାମ ନାମ ସଂକୀର୍ତ୍ତନ ତୁ ନଶୁଣି ସେ ସ୍ଥାନରୁ ବେଗେ ଖସୁ।
ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ ଯାଏ ମୁଁ ହଜି ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ...
ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ ଜୀଵ ଚକ୍ ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ...
ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା କର୍ତ୍ତବ୍ୟ ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା ...
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ନିଜ ଛାଇକୁବି ଡର... ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ...
ବନ୍ଧୁତା ବନ୍ଧୁତା
କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା । କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା ।
#ମରୀଚିକା# #ମରୀଚିକା#
କରି ପାରିବିନି ଭଲ ପାଇବାର ବୃଥା ଅଭିନୟ,ଅନାବଶ୍ୟକ ଛଳନା, ବିହଙ୍ଗ ମୁଁ, ଭୁଲିଯାଇଛି ସୁନ୍ଦର ନୀଡ଼ ତିଆରି କରୁକରୁ... କରି ପାରିବିନି ଭଲ ପାଇବାର ବୃଥା ଅଭିନୟ,ଅନାବଶ୍ୟକ ଛଳନା, ବିହଙ୍ଗ ମୁଁ, ଭୁଲିଯାଇଛି ସୁନ୍...
ବାଡ଼େଇ ହଉଛି କାଂଥରୁ କାଂଥକୁ ମୁଣ୍ଡ ପିଟି ଖୋଜୁଛି ତୁମକୁ। ତାର ସେଇ ବୁକୁ ଫଟା ହା ହା ଶବ୍ଦ ହିଁ ମୋ ପାଇଁ ସମୟ। ... ବାଡ଼େଇ ହଉଛି କାଂଥରୁ କାଂଥକୁ ମୁଣ୍ଡ ପିଟି ଖୋଜୁଛି ତୁମକୁ। ତାର ସେଇ ବୁକୁ ଫଟା ହା ହା ଶବ୍ଦ...
କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ ସତ୍ତା ... କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ...
When Dreams Are Shattered By Reality When Dreams Are Shattered By Reality
କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ ! କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ !
ଜଣେ ନାରୀର ଅନ୍ତଃସ୍ୱର.... ଜଣେ ନାରୀର ଅନ୍ତଃସ୍ୱର....
କରୁଛି ଆହ୍ଵାନ କ୍ରାନ୍ତିକାରୀ ଶୁଣ କାଳ ଯାଏ ଦୁଃଖେ ସରି କାଢିବା କଳୁଷ କି ସୁନ୍ଦର ଦେଶ ... କରୁଛି ଆହ୍ଵାନ କ୍ରାନ୍ତିକାରୀ ଶୁଣ କାଳ ଯାଏ ଦୁଃଖେ ସରି କାଢିବା କଳୁଷ ...
ପତ୍ନୀ ଚାହିଁଥିଲା ଫେରିବା ବାଟକୁ ଲେଖିଲା ପତ୍ନୀକୁ ଚିଠି ପତ୍ନୀ ଚାହିଁଥିଲା ଫେରିବା ବାଟକୁ ଲେଖିଲା ପତ୍ନୀକୁ ଚିଠି
କି ଅସହାୟପଣ ଦେଖ ତ,ଚାହିଁଲେ ବି ଲାଚାର ମୁଁ, ଫେରି ଯିବି ପୁଣିଥରେ ସେହି ଗର୍ଭଗୃହକୁ ଏବେ ପୁଣି ଖୋଳପା ଭିତରେ ପ୍ୟୁପା ... କି ଅସହାୟପଣ ଦେଖ ତ,ଚାହିଁଲେ ବି ଲାଚାର ମୁଁ, ଫେରି ଯିବି ପୁଣିଥରେ ସେହି ଗର୍ଭଗୃହକୁ ଏବେ ପୁଣି...
ଅଥଚ କେଜାଣେ କେମିତି ଜାବ ପଡ଼ିଯାଇଥିବା ମୁଠାରୁ ଝୁର ଝୁର ଝରି ଯାଇଛି ଗୋଟିଏ ବର୍ଷ। ତୁମକୁ ସ୍ମୃତି କରି ଦବ, ବର୍ଷ... ଅଥଚ କେଜାଣେ କେମିତି ଜାବ ପଡ଼ିଯାଇଥିବା ମୁଠାରୁ ଝୁର ଝୁର ଝରି ଯାଇଛି ଗୋଟିଏ ବର୍ଷ। ତୁମକୁ ...
ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି ଭାରତ ଭୂମିରେ କି ଅବା ନାହିଁ; ବକ୍ଷରୁ ଅମୃତ ନିଗାଡି ଦେଇଛି ଯୁଗ... ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି ଭାରତ ଭୂମିରେ କି ଅବା ନାହିଁ; ବକ୍ଷରୁ ଅମୃତ ନିଗାଡି...