STORYMIRROR

Itishree Khilar

Romance

2  

Itishree Khilar

Romance

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
135

ଶ୍ରାବଣ ପ୍ରୀତିରେ ଭୁଲିଗଲ ମୋତେ

    କେମିତି  ବଞ୍ଚିବି କୁହ

ତୁମ ପାଇଁ  ନିତି ପିଉଛି

       ଅଶାନ୍ତ ବର୍ଷା ର ଲୁହ..

ସପନ ଦେଖୁଛି ପ୍ରଣୟ ପ୍ରେମ 

        ଅଭୁଲା ମୟ ସେ ସ୍ମୃତି

ହୃଦୟେ ତେଜୁଛି  ସାଗର ବୁକୁ ରେ

      ଆଙ୍କିତ ତୁମ ଛବି ..

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Itishree Khilar

Similar oriya poem from Romance