STORYMIRROR

Itishree Khilar

Inspirational

4  

Itishree Khilar

Inspirational

ମାଆ

ମାଆ

1 min
244

ମାଆ ଅଟେ ନିବିଡ଼ ଆବେଗ

ପ୍ରେମ ଆଉ ସୁରକ୍ଷା ର ଦୀପଶିଖା ।

ସିଏ ଅଟେ ଜନ୍ମ ଆଉ ଜୀବନର ବାସ୍ତବ ଆଇନା।

ତାକୁ ବର୍ଣ୍ଣନା କରିବାକୁ ଶବ୍ଦ ଏଠି ସବୁ ଫିକା।

ତାକୁ ମାପିବାକୁ ଅଭାବ ହୋଇଯାଏ ସାଗର ର ଶାମୁକା ।ତା ସଂଜ୍ଞା ଖୋଜିବାକୁ ଶେଷ ହୁଏ ଅଭିଧାନ ର ପୃଷ୍ଠା।

କେବେ ଅଟେ ସିଏ ମୋ ପାଇଁ ମରୁଭୂମି ମରୀଚିକା।

ତା କଥା ଅଟେ ପ୍ରେମ ଭରା ମାଦକତା।

ତା ବିନା ନାହିଁ ମୋର କିଛି ବି ଠିକଣା।

ସିଏ ହିଁ କରିଛି ମୋତେ ସୁନ୍ଦରତା।।

ହୃଦୟେ ମୋର ଭରି ଦେଇ ଅଛି କେତେ ଯେ କଳ୍ପନା। ମାପିପାରୁ ନାହିଁ ସିଏ ତ ସାଗର ଠୁ ଗଭୀର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Itishree Khilar

Similar oriya poem from Inspirational