STORYMIRROR

Itishree Khilar

Inspirational

3  

Itishree Khilar

Inspirational

ମାଆ

ମାଆ

1 min
252

ମାଆ ଅଟେ ନିବିଡ଼ର ଆବେଗ ତା

      ପ୍ରେମ ଆଉ ସୁରକ୍ଷାର ଦୀପଶିଖା।

ସିଏ ଅଟେ ଜନ୍ମ ଆଉ ଜୀବନର ବାସ୍ତବ ଆଇନା

           ତାକୁ ବର୍ଣ୍ଣନା କରିବାକୁ ଶବ୍ଦ ଫିକା 

 ତାକୁ ମାପିବାକୁ ଅଭାବ ହୋଇଯାଏ ସାଗରର ଶାମୁୁୁୁକା

        ତା ସଂଜ୍ଞା ଖୋଜିବାକୁ ଶେଷ ହୁଏ ଅଭିଧାନ

             ପୃଷ୍ଠା.. ।

କେବେ ଅଟେ  ସିଏ ମୋ ପାଇଁ ମରୁଭୂମି ମରୀଚିକା

         ତା କଥା ଅଟେ ପ୍ରେମ ଭରା  ମାଦକତା..

ତା ବିନା ନାହିଁ ମୋର  କିଛି ବି ଠିକଣା

      ସିଏ ହିଁ କରିଛି ମୋତେ ସୁନ୍ଦରତା...

ହୃଦୟେ ଭରିଛି କେତେ ଯେ କଳ୍ପନା

       ମାପି ପାରୁନାହିଁ ସିଏ ତ ସାଗର ଠୁ

                     ଗଭୀରତା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Itishree Khilar

Similar oriya poem from Inspirational