STORYMIRROR

Itishree Khilar

Inspirational

4  

Itishree Khilar

Inspirational

ମାଆ

ମାଆ

1 min
364

ମାଆ ଅଟେ ନିବିଡ ର ଆବେଗ

ତା ପ୍ରେମ ଆଉ ସୁରକ୍ଷା ର ଦୀପଶିଖା।

ସିଏ ଅଟେ ଜନ୍ମ ଆଉ ଜୀବନ ର ବାସ୍ତଵ ଆଇନା ।

ତାକୁ ବର୍ଣ୍ଣନା କରିବାକୁ ଶବ୍ଦ ଏଠି ଫିକା

ତାକୁ ମାପିବା କୁ ଅଭାବ ହୋଇଯାଏ ସାଗର ର ଶାମୁକା।

ତା ସଜ୍ଞା ଖୋଜିବାକୁ ଶେଷ ହୋଇଯାଏ ଅଭିଧାନର ପୃଷ୍ଠା

କେବେ ଅଟେ ସିଏ ମୋ ପାଇଁ ମରୁଭୂମି ମରୀଚିକା।

ତା କଥା ଅଟେ ପ୍ରେମ ଭରା ମାଦକତା।

ତା ବିନା ନାହିଁ ମୋର କିଛି ବି ଠିକଣା।

ସିଏ ହିଁ କରିଛି ମୋତେ ସୁନ୍ଦରତା।

ହୃଦୟେ ମୋର ଭରି ଦେଇ ଅଛି କେତେ ଯେ କଳ୍ପନା।ମାପିପାରୁନାହିଁ ସେ ତ ସାଗରଠୁ ଗଭୀରତା।।


  






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Itishree Khilar

Similar oriya poem from Inspirational