STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଶେଷ ଦୃଶ୍ୟ

ଶେଷ ଦୃଶ୍ୟ

1 min
3.7K

ଶେଯ ସାରା ମଲ୍ଲୀ ଫୁଲ

ନିଃଶଦ୍ଦ ରାତିରେ କେବଳ

ପଂଖା କୁଲ଼ର଼ ର ଶଦ୍ଦ

ଝିଟିପିଟି କୀଟ ର ଅନ୍ୱେଷଣ ରେ

ଡିମ଼ ବତୀ ପାଖେ ପତଂଗ ଭିଡ଼

ଝିଙ୍କାରୀ ଶଦ୍ଦ

ଜୀବନ ର ଶେଷ ଶେଯ ରେ

ଫୁଲ ନା' ପାଉଁଶ



Rate this content
Log in

Similar oriya poem from Abstract