ଶାଳିଆରେ ପ୍ରଭାତ ଦୃଶ୍ୟ
ଶାଳିଆରେ ପ୍ରଭାତ ଦୃଶ୍ୟ
ଶାଳିଆ ନଈରେ ପ୍ରଭାତର ଦୃଶ୍ୟ
ଦେଖିଲେ ମନରୁ ଅଦୃଶ୍ୟ ହୁଏନି
ଜଳକୁ ତାହାର ଥରେ କଲେ ସ୍ପର୍ଶ
ବିଛୀର୍ଣ୍ଣ ହେବଳୁ ମନ ମୋ ବଳେନି
ମଧୁର ଅଟଇ ତା ଜଳ ଭଣ୍ଡାର
ଶୀତଳ ଅଟଇ ତାହାରି ବାୟୁ
ମୀନଜୀବୀମାନେ ତାହାରି ବକ୍ଷରୁ
ସଂଗ୍ରହ କରନ୍ତି ମତ୍ସ ଉଷା
ଚମ୍ପାଗଡ଼ ପର୍ବତମାଳା ଯେ
ଲମ୍ବି ରହିଛି ତା ବକ୍ଷ ଉପ
ସୁଲୁସୁଲୁ ପବନ ବହଇ
ତାହାରି ଶରୀର ପ୍ରାଙ୍ଗଣରେ
ଶାଳିଆ ନଈର ସୌନ୍ଦର୍ଯ୍ୟ ଦେଖିଣ
ଆତୁର ହୁଅଇ ମୋହରି ମନ
ଇଚ୍ଛାହୁଏ ସଦା ତାହାରି କୋଳରେ
ବିତେଇ ଦେବି ମୋ ସାରା ଜୀବନ ।
