STORYMIRROR

shradhanjali panda

Inspirational Others Children

2  

shradhanjali panda

Inspirational Others Children

ପ୍ରକୃତି ରାଣୀ

ପ୍ରକୃତି ରାଣୀ

1 min
72

ପ୍ରକୃତି ରାଣୀ ତା ଅପାର କରୁଣା

ଦେଇଛି ଧାରରେ ଢାଳି

ମାନବ ଜାତିକୁ ପୃଥିବୀ ପୃଷ୍ଠରେ

ଶ୍ରେଷ୍ଠ ସ୍ଥାନ ଦାନ କରି

ମାନବ ଜାତିଟା କେତେ ଯେ କୃତଘ୍ନ

ନିଜ ସ୍ୱାର୍ଥ ଚିନ୍ତା କରେ

ପ୍ରକୃତି ରାଣୀ ର ଗୌରବ ଗାରିମା

ନଷ୍ଟ କରି କରି ଚାଲେ

ପ୍ରକୃତି ତଥାପି ଆପତ୍ତି କରେନି 

କରେ ସଭିଙ୍କ ପୋଷଣ

ମୃତ୍ୟୁ ପରେ ଲୋକେ ତାହାରି କୋଳରେ

ହୋଇଥାନ୍ତି ସର୍ବେ ଲୀନା

ପ୍ରକୃତି ରାଣୀର ଗୌରବ ଗାରିମା

ମୁଖ ରୁ ମୋ ସରୁ ନାହିଁ

ତ୍ରୁଟି ଥିବା ଯଦି ନିଜ ଛୁଆ ଭାବି

କ୍ଷମା କରିବେ ଗୋସାଇଁ ।


Rate this content
Log in

Similar oriya poem from Inspirational