STORYMIRROR

Reeta aparajeeta Mohanty

Romance

4  

Reeta aparajeeta Mohanty

Romance

ସେଇ ମୋ ପ୍ରେମର ରଙ୍ଗ -ରୀତା

ସେଇ ମୋ ପ୍ରେମର ରଙ୍ଗ -ରୀତା

1 min
133

ସେଇ ମୋ ପ୍ରେମର ରଙ୍ଗ

ସେ ଝିଅ ନୁହେଁ

ଅଦିନ ମେଘ ପରି,

ସେ କରିଛି ମୋ ମନ ଚୋରି

ମୋ ଅଜଣାତରେ

ଅସରାଏ ଅସରାଏ ବର୍ଷୀଯଏ

ମୋ ମନ ଅଗଣାରେ,

ସେଇ ସୁନା ଗୋରୀ

କରିଛି ମୋ ମନ ଚୋରି

ସେଇ ମୋ ସ୍ୱପ୍ନ ପରୀ

ସେଇମୋ ପ୍ରଥମ ପ୍ରେମର ରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance