STORYMIRROR

Mr Amit Kumar

Abstract

4  

Mr Amit Kumar

Abstract

ସେ ହେଉଛି ମୋ ମା'

ସେ ହେଉଛି ମୋ ମା'

1 min
216

ତା' କୋଳରେ ଯିଏ ଢାକି କି ରଖିଥାଏ,

ସେ ହେଉଛି ମା'

ତା'ର ଖାଇବା ନଖାଇ ଯିଏ ଆମକୁ ଖୁଆଏ,

ସେ ହେଉଛି ମା'

ଆମ୍ଭ ଲୁହକୁ ପୋଛିବାକୁ ଯାଇ ଯିଏ ନିଜର ଲୁହକୁ ଝରାଏ,

ସେ ହେଉଛି ମା'

ଆମ୍ଭ ଖୁସି ପାଇଁ ଯିଏ ନିଜର ଖୁସିକୁ ଭୁଲିଯାଏ,

ସେ ହେଉଛି ମା'

ଆମ୍ଭ ହସ ପାଇଁ ଯିଏ ନିଜର ହସକୁ ଭୁଲିଯାଏ ,

ସେ ହେଉଛି ମା'

ଜୀବନଠାରୁ ଅଧିକ ଯିଏ ଭଲପାଏ ,

ସେ ହେଉଛି ମା'

ଆମ୍ଭ ଇଚ୍ଛା ସଦା ପୂର୍ଣ୍ଣ ଯେ କରିଥାଏ,

ସେ ହେଉଛି ମା' 

ସରଳ ଭାଷାରେ ଶେଷ ଏହି କବିତା

ଶେଷରେ କୋଟି ପ୍ରଣାମ ହେ ମୋ ମା'।।


Rate this content
Log in

Similar oriya poem from Abstract