STORYMIRROR

ଵଳରାମ ତରାଈ

Tragedy

3  

ଵଳରାମ ତରାଈ

Tragedy

ସେ ଚାଲିଗଲା

ସେ ଚାଲିଗଲା

1 min
146


ସେ ଚାଲିଗଲା ଅଉ କାହାର ହୋଇ

ମୁଁ ଏକା ହୋଇଗଲି ରହି 

ମୋତେ ଛାଡ଼ିଗଲା ଜଳିବା ପାଇଁ

କି ଭୁଲ କରିଛି ଭଲ ମୁଁ ପାଇଛି ଦୋଷ ମୋର ନାହିଁ 

ତଥାପି ଅଛି ମୋ ହୃଦୟରେ

ଜଣେ ମୋ ପାଇଁ .

ଥିବି ତା ବlଟ ଚାହିଁ ମୋ ବିଶ୍ବାସ ଅlଉ ନାହିଁ 

ବସିଛି ମୁଁ ଅପେକ୍ଷାରେ 

ତା ବାଟ ଚାହିଁ

ସାକ୍ଷୀ ଅଛି ମୋର ଏଇ ମନ ଅଗଣା ମୋ ପ୍ରିୟା ପାଇଁ ସଜାଇ ରଖିଛି 

ଜାନେ କିଏ ଅଛି ପର କିଏ ଆପଣl

କଥା ହେବା ପାଇଁ ତାକୁ ସମୟ ନାହିଁ

ଫେରେ ଗପୁଛି ଦିନ ରାତି ଅନିଦ୍ରା ହେଇ 

ଅନ୍ୟତ୍ର ଗପୁ ଛି ମୋତେ ଜାଳିବା ପାଇଁ 

ଭଲ ପାଉ ଥିଲି ମମତା ଦେଇ

ଧୋକା ଦେଲା ମୋତେ କେବଳ ସେଇ 

ହୃଦୟର ଦୁଃଖ. ଭଲା ବୁଝିଲା କି ସେ ବୁଜିଲା ନାହିଁ

ଏଇ କଥା ମୋର କପାଳେ ଅଛି ଲେଖା ହେଇ

ଆସିଥିଲି ଏକା ଯିବି ମୁଁ ଯିବେ ଏକା

ମୋ ସାଙ୍ଗରେ ଯିବେ ନାହିଁ କେହି 

ଭୁଲିବାକୁ ଏଇ ମୋର ଦୁଃଖ ଯାତନା

ତର ହସ ଏକା ମୋର ସାନ୍ତ୍ଵନା

ଖୁସିରେ ରୁହ ଭଲରେ ତମେ ମଣିଷ ପରି ପରି ମଣିଷ ଟେ ହେଇ 

ତମ ସାଥ ସାଥ ଅଛି ରହିବି ରହିଛି ସାରା ଜୀବନ ମୋ ବନ୍ଧୁ ଟେ ହୋଇ 

Balaram tarai



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy