STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ସଚ୍ଚା ବଂଧୁ

ସଚ୍ଚା ବଂଧୁ

1 min
368

ଧୋକା ଦେଉ ନ ଥିବା

ଦରଦୀ ବଂଧୁ

ଅଂଧାର ବାଟରେ ଟଚ୍ଚ ଆଲୁଅ

ସୁଂଦର ଗୀତର ମନଲୋଭା ଧାଡି ସବୁ ବହି

ସମୁଦ୍ରେ ବିଶ୍ୱାସ ର ଆଶ୍ରା

ଜୀବନ ର ବାଟକୁ ପୁଷ୍ପିତ କରେ ବହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract