STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ସବୁ ଠାରେ ତମେ

ସବୁ ଠାରେ ତମେ

1 min
362

ସବୁଠି ତମେ

ସପନରେ

ଜାଗରଣ ରେ

ଜଳ ରେ,ମାଟି ରେ

କଣ୍ହା ରେ

ଫୁଲ ରେ

ଏଠି' ସେଇଠି

ବିଶ୍ୱାସ ରେ ସେ

ସେ:ଖୁଦ ଭଜା ରେ

ବାଲିରଥ ରେ

ପତ୍ର ରେ

ଦୁଃଖ ରେ ସେ

ହସ ରେ ସେ

ସୁଶୀତଳ ସେ

ମନ ର ତୀବ୍ର ଦହନରେ

ଈଶ୍ୱର ସେ

ସେ: ଈଶ୍ୱର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract