ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ ତ ସଭିଏଁ ଦେଖନ୍ତି
କିନ୍ତୁ,
ତା'ର ପରିିକଳ୍ପନା କରି ଥାଆନ୍ତି
ସଭିଏଁ ଭିନ୍ନ ଭିନ୍ନ ପ୍ରକାର ।
ସେ ଗରିବ ହେଉବା ଧନୀ
ପୁଣି ଆଉ କେହି,
ସ୍ବପ୍ନ କୁ ସତରେ ପରିଣତ କରିବା
ଲକ୍ଷ୍ଯ ଅଟେ ତାଙ୍କରି ।
ସେ ମଧ୍ୟ ରେ ଥାଏ
ପିତା ମାତାଙ୍କ ସ୍ବପ୍ନ ଅନ୍ୟତମ,
ଦାରୁଣ କଷ୍ଟ କୁ କରି ସହ୍ୟ
ସ୍ବପ୍ନ ସାର୍ଥକ ନିିିମିତ୍ତ,
ସନ୍ତାନ କୁ ଗଢି ତୋଳିି ଥାଆନ୍ତି
ହେବା ପାଇଁ ତା'ର ଯୋଗ୍ୟତର ।
ତେବେ ସେ ସ୍ବପ୍ନକୁ,
ସତ୍ୟରେ ପରିଣତ କରିବା ପାଇଁ
ପ୍ରସ୍ତୁୁତି କରିବାକୁ ହେବ ତା'ର,
ଆସିପାରେ ସେ ମଧ୍ୟ
ଝଡ ବର୍ଷା ର ଆସର ।
ସ୍ବପ୍ନ ରେ ଆସୁୁଥିବା
ସେହି ପ୍ରତିବନ୍ଧକ କୁ
କରିବା ପାଇଁ ଦୂର,
ପ୍ରେରଣାର ସାରଥୀ ହୋଇ
ପିତାମାତା ଦେଇ ଥାଆନ୍ତି,
ହେବା ପାଇଁ ସାହାସୀ ସଙ୍ଗେ
ଉଚ୍ଚଭିଳାଷିିି ତର ।
ଯେବେ ସ୍ବପ୍ନ ହୋଇଥାଏ
ସାକାର ତାଙ୍କର,
ସୀମା ଲଙ୍ଘି ଯାଏ ଖୁସି ଆନ୍ଦନ,
ଦେଇ ସ୍ନେହ ମମତାର ପରିିିଚୟ
ଝରି ପଡେ ଆଖି ରୁ ଖୁସିର ଲୁହ ।