Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushanta Kumar Barik

Inspirational

3.8  

Sushanta Kumar Barik

Inspirational

ସ୍ବପ୍ନ

ସ୍ବପ୍ନ

1 min
22.9K


ସ୍ବପ୍ନ ତ ସଭିଏଁ ଦେଖନ୍ତି

କିନ୍ତୁ,

ତା'ର ପରିିକଳ୍ପନା କରି ଥାଆନ୍ତି

ସଭିଏଁ ଭିନ୍ନ ଭିନ୍ନ ପ୍ରକାର ।


ସେ ଗରିବ ହେଉବା ଧନୀ

ପୁଣି ଆଉ କେହି,

ସ୍ବପ୍ନ କୁ ସତରେ ପରିଣତ କରିବା

ଲକ୍ଷ୍ଯ ଅଟେ ତାଙ୍କରି ।


ସେ ମଧ୍ୟ ରେ ଥାଏ

ପିତା ମାତାଙ୍କ ସ୍ବପ୍ନ ଅନ୍ୟତମ,

ଦାରୁଣ କଷ୍ଟ କୁ କରି ସହ୍ୟ

ସ୍ବପ୍ନ ସାର୍ଥକ ନିିିମିତ୍ତ,


ସନ୍ତାନ କୁ ଗଢି ତୋଳିି ଥାଆନ୍ତି

ହେବା ପାଇଁ ତା'ର ଯୋଗ୍ୟତର ।


ତେବେ ସେ ସ୍ବପ୍ନକୁ,

ସତ୍ୟରେ ପରିଣତ କରିବା ପାଇଁ

ପ୍ରସ୍ତୁୁତି କରିବାକୁ ହେବ ତା'ର,


ଆସିପାରେ ସେ ମଧ୍ୟ

ଝଡ ବର୍ଷା ର ଆସର ।


ସ୍ବପ୍ନ ରେ ଆସୁୁଥିବା 

ସେହି ପ୍ରତିବନ୍ଧକ କୁ

କରିବା ପାଇଁ ଦୂର,


ପ୍ରେରଣାର ସାରଥୀ ହୋଇ

ପିତାମାତା ଦେଇ ଥାଆନ୍ତି,

ହେବା ପାଇଁ ସାହାସୀ ସଙ୍ଗେ

ଉଚ୍ଚଭିଳାଷିିି ତର ।


ଯେବେ ସ୍ବପ୍ନ ହୋଇଥାଏ

ସାକାର ତାଙ୍କର,

ସୀମା ଲଙ୍ଘି ଯାଏ ଖୁସି ଆନ୍ଦନ,

ଦେଇ ସ୍ନେହ ମମତାର ପରିିିଚୟ

ଝରି ପଡେ ଆଖି ରୁ ଖୁସିର ଲୁହ ।



Rate this content
Log in

Similar oriya poem from Inspirational