Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Romance

3  

Dipti lekha Mishra

Romance

ସାତରଙ୍ଗ

ସାତରଙ୍ଗ

1 min
12.1K


ବାଘନିଶହଲାନା

ଅଟେ ସାତ ରଙ୍ଗ

ସେ ରଙ୍ଗରେ ବୋଳିଦେବି

ପ୍ରିୟ ତୋର ସବୁ ଅଙ୍ଗ ॥


ସବୁଦିନ ଅଟେ ମୋ ପାଇଁ

ରଙ୍ଗରଙ୍ଗେଲୀ ହୋଲି

ତୋ ସହ କିଆଁ ନ ଖେଳିବି

ଖେଳିବି ରଙ୍ଗ ରଙ୍ଗୋଲୀ ॥


କେତେ ରାତି ମୋର ନିଦ ହଜିଛି

କଳନା ତ ତାର ନାହିଁ

କେତେ ଯେ ଲୁହ ବୋହିଯାଇଛି

ରଖି ମୁଁ ପାରୁନାହିଁ ॥


Rate this content
Log in

Similar oriya poem from Romance