STORYMIRROR

Titi Sarangi

Inspirational Abstract Others

2  

Titi Sarangi

Inspirational Abstract Others

ସାଧାରଣତନ୍ତ୍ର ଶବ୍ଦଟିର ଅର୍ଥ କ'ଣ

ସାଧାରଣତନ୍ତ୍ର ଶବ୍ଦଟିର ଅର୍ଥ କ'ଣ

1 min
13.6K


ଏ କଥା ସାଧାରଣ ମଣିଷଟି ବୁଝିନି ଏଯାଏ ,

କିଛି ପଇସା ବଦଳରେ ନେତାମାନଙ୍କୁ ଶାସନ କରିବାର କ୍ଷମତା ଦେଇ ଦିଏ ଭୋଟରଟିଏ|

ଆଜି ପାଳିତ ହେଲା ଭୋଟର ଦିବସ

ପୁଣି କାଲି ସାଧାରଣତନ୍ତ୍ର ଦିବସ !!

ତଥାପି ଆମେ ଶୁଭେଚ୍ଛା ଜଣାଉ......

ସ୍ବପ୍ନଦେଖୁ ସୁସ୍ଥ ଆଉ ସୁନ୍ଦର ଏକ ଭାରତ ବର୍ଷର|

ନିଜେ ନିଜେ କଷ୍ଟ ପାଉ ନିଜ ମୂର୍ଖତାରେ

ଏ ପରାଧୀନତାରୁ ସତେ ମୁକ୍ତି କାଇଁ ହାୟ !!

ତଥାପି କହୁଛି ମୁଁ "ସାଧାରଣତନ୍ତ୍ର ଦିବସର ଅନେକ ଶୁଭେଚ୍ଛା "

ଅନ୍ତରରୁ ନୁହେଁ କେବଳ ମୁହଁରୁ|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational