ସ୍ୱର୍ଗାଦପୀ ଗରିୟସୀ
ସ୍ୱର୍ଗାଦପୀ ଗରିୟସୀ
ପୂଜ୍ୟ ଭୂମୀ ଆମ ଭାରତ ଜନନୀ
ସ୍ୱର୍ଗାଦପୀ ଗରିୟସୀ
ତା କୋଳେ ଜନମୀ ଆମେ ଭାଗ୍ୟବାନ
ସକଳ ଭାରତବାସୀ ।
ଏ ତ୍ରୀରଙ୍ଗା ତଳେ ଥାଉ ମଥାନତ
. ଶେଷ ରକ୍ତବିନ୍ଦୁ ଥିବ ପ୍ରାଣେ
ଶାନ୍ତି ମୈତ୍ରୀ ସତ୍ୟ ଅହିଂସାର
ବାର୍ତ୍ତା ଯୋଗୁଁ ଜନ ଗଣ ମନେ ।
ବାସ୍ତରୀ ତମ ବାର୍ଷିକୀ ବେଳାରେ
ଶତ କୋଟି ଅଭିବଂଦନ
ତ୍ୟାଗ ବଳିଦାନେ ଦେଶପ୍ରେମ ଦାନେ
.ଆପ୍କୁ ତ ହେଉ ତନ ମନ ।
ଗାଇଯିବା ଆମେ ସାଧାରଣତନ୍ତ୍ର ଗାଥା
ହୃଦୟରୁ ହସିହସି
ପୂଜ୍ୟ ଭୂମୀ ଆମ ଭାରତ ଜନନୀ
ସ୍ୱର୍ଗାଦପୀ ଗରିୟସୀ ।
