STORYMIRROR

Prafulla Chandra padhi

Abstract Others

3  

Prafulla Chandra padhi

Abstract Others

ସ୍ୱପ୍ନ ଆଡକୁ ତୀବ୍ର ବେଗରେ

ସ୍ୱପ୍ନ ଆଡକୁ ତୀବ୍ର ବେଗରେ

1 min
239

ସବୁଜ ପତ୍ରର ଉପରକୁ ଚାହିଁ ଦେଲେ

ଦିଶି ଯାଏ ଚୁନା ଚୁନା ଆକାଶ

ମଇଦା ଯେପରି କେ ଫିଂଗି ଦେଇଚି !

ଖୁବ଼ ଆପଣା ର ଲାଗେ ଆକାଶ ଏବେ

ଚଢେଇ ଟେ ହେଇ ଉଡି ଯିବାକୁ

ଇଚ୍ଛା ହୁଏ

ବେଳେ ବେଳେ ଲାଗେ:ଚୁମା ଦେବାକୁ ଆକାଶ

ଖୁବ୍ ପାଖେଇ ଆସୁଚି ଗଛର

ସଫେଦ଼ ରଂଗର ଆକାଶ

ଧଳା ସାଟ୍ ପରି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract