STORYMIRROR

Manamayee Ratha

Fantasy Inspirational

2  

Manamayee Ratha

Fantasy Inspirational

ସ୍ୱିକାରୋକ୍ତି

ସ୍ୱିକାରୋକ୍ତି

1 min
2.6K


ପାଶୋରିଛି କାକରର କୋହ

ହରାଇଛି ଆଲୋକର ମୋହ ।

ଫେରାଇଛି ଇତିହାସଠାରୁ

ମାଗିଥିବା ଛୁରୀ

ଲଙ୍ଘି ସାରିଛି ଅନ୍ଧାରର ଲୁହ ।

ପହଁଚିଛି ଅହଂର ଚୂଡ଼ାରେ

ଯେମିତିକି ପଳେଇ ଯାଇ ହେବ

ସବୁଠାରୁ ପଳାୟନ ପରେ ।

  

ମାନମୟୀ ରଥ

ଗୌରୀ ଶଙ୍କର ପବିଳ୍କ ସ୍କୁଲ, ବୌଦ୍ଧ।


Rate this content
Log in

Similar oriya poem from Fantasy