Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mama Mama

Abstract Classics Fantasy

3  

Mama Mama

Abstract Classics Fantasy

ରୁପ ତୋ ଝିଲି ମିଲିଆ

ରୁପ ତୋ ଝିଲି ମିଲିଆ

1 min
192


ପୁନେଇଁ ରାତିର ତୁ ରୁପେଲି ଜହ୍ନ

ରୁପ ତୋ ଝିଲି ମିଲିଆ

ଆଖି ଯୋଡ଼ି ତୋର କୁହୁକ ନଗର

ଓଠ ଦିଶୁ ଥାଏ ନାଲିଆ ।


କବରୀ ତୋ ସଜ୍ଜା ବଉଳ ବେଣୀ ରେ

ଅଣ୍ଟା ବିଛା ଅଣ୍ଟା ସାଜ୍ଜ

ମୁଚୁକୁନ୍ଦି ହସ ମନ ମୋହି ନେଲା

ସୁନ୍ଦର ଲାଗେ ତୋ ଲାଜ।


ସେଲାଗି ଆଜି ମୁଁ ପ୍ରେମିକ ଭଅଁର

ଶୋଷିବାକୁ ମକରନ୍ଦ

ଶତମୁଖର ମୁଁ ସୌନ୍ଦର୍ଯ୍ୟରେ ତୋର

ଗାଏ ଲୋ ପ୍ରେମର ଛାନ୍ଦ।


ଶୁଣିନେ ମନର ଆବିଳତା ମୋ'ର

ସ୍ବୀକର ପ୍ରୀତିର ଅର୍ଘ୍ୟ

ତୋଳି ଧର କୋଳେ ପ୍ରିୟ ଭ୍ରମରକୁ

ମନୁ ଦୂର କରି ଶ୍ଳାଘ୍ୟ।


Rate this content
Log in

Similar oriya poem from Abstract