STORYMIRROR

Susanta Dash

Inspirational

2  

Susanta Dash

Inspirational

ରକ୍ତାକ୍ତ ଈଶ୍ୱର

ରକ୍ତାକ୍ତ ଈଶ୍ୱର

1 min
13.4K


ବଞ୍ଚିବା ମରିବା ଭିତରେ

ରାହା ଖୋଜୁଥିବା

ଜୀବନ ସମସ୍ତଙ୍କର

ଯେପରି ଫାଜିଲ୍ ଟୋକାଙ୍କ

ପଥର ମାଡରେ ଲୋଚାକୋଚା

ରକ୍ତାକ୍ତ ଈଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational