Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Inspirational

4.0  

Jyotsna Acharya

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
208


ବିଶ୍ୱ ମନର ବିଶ୍ୱ ପ୍ରାଣର 

ବିଶ୍ୱାସର ତୁ ହି ନାଥ

ତୋ ହସ୍ତରେ ରାକ୍ଷୀ ବାନ୍ଧି ନିବେଦନ

ରକ୍ଷା ବନ୍ଧନରେ ରଖ ଜଗନ୍ନାଥ।


ଗୋଟିଏ ମା'ର ସନ୍ତାନ ଆମେ 

ସଭିତ, ଭାଇ ଭଉଣୀ ଏକତ୍ର 

ବାନ୍ଧି ରଖିଥାଅ ଡୋରୀଟିରେ ତୁମ 

ପ୍ରାର୍ଥନାଟି ଆମ ରଖ ପବିତ୍ର।


ଭାଇ ଭଉଣୀର ଅତୁଟ ସମ୍ପର୍କ

ସ୍ନେହ ମମତାର ଲାଗି ଚ଼ନ୍ଦନ 

ବାରତା ମହକୁ ସଂସାରକୁ ଯେ

ପବିତ୍ର ଅତୁଟ ରକ୍ଷା ବନ୍ଧନ।



Rate this content
Log in

Similar oriya poem from Inspirational