ରାକ୍ଷୀ
ରାକ୍ଷୀ
ଦୁଇ ଦିନ ପରେ ଅସୁଛି ରାକ୍ଷୀ
ମାନେ ପଡୁ ତୁ ମୋର ଭାଈ
ଜୀବନର ପାହାନ୍ତି ବେଳେ, ଏକା ଥିଲୁ ତୁ ମୋର ସାଥି
କେତେ ଗୋଡ଼ି ମାଟି, କଣ୍ଢେଇ ଖେଳ ରେ
ଯାଉଥିଲା ଆମ ଦିନ ସରି
ବପା ପାଟି କଲେ
ମୁଁ ରୁଷି ଗଲେ
ତୁ ଦଉଥିଲୁ ଵୁଝେଇ
କେବେ ମାଡ଼ ପିଟ, ଚୁଟି ଝିକାଝିକି
ହଉଥିଲା ଆମେ, ମାନେ ପଡେ ସେଇ ଦିନ ଆଜି
ସୁଵିଧା, ଦୁବିଧା ସବୁବେଲେ ଥିଲୁ
ଚୀର ଦିନ ପାଇଁ କାଁଇ ଚାଲିଗଲୁ
ଝୁରି ଝୁରି ବଞ୍ଚେ ମୁଁ
