STORYMIRROR

Sandipta Hota

Inspirational Children

4.0  

Sandipta Hota

Inspirational Children

ଗୁରୁ

ଗୁରୁ

1 min
7

ଅନ୍ଧାର ରୁ ହାତ ଧରି

ଆଲୋକର ପଥେ ନେଇ ଆସ ତମେ,

ଜ୍ଞାନ ର ଦୀପ ଜାଳି

ଅଜ୍ଞାନକୁ ତଡି ଦିଅ ତମେ,

କୋମଳ କଢି କୁ କର ତମେ କୁସୁମିତ

କୁସୁମ ବାସ୍ନା ମହାକାଏ, ମଧୁର

ଜାଣେ ସାରା ଜଗତ

ହେ ଗୁରୁ,

ତମେ ହିଁ ତ କରିପାରା ମାଟି ଗୋଲା କୁ ଜୀବନ୍ତ

ଯାହାର ପାଦ ତଳେ ମୁଣ୍ଡ ନୁଆଁଏ ସାରା ଜଗତ/ 



ଆଜି ର ପବିତ୍ର ଗୁରୁ ଦିବସ ରେ ମୋର ସମସ୍ତ ଗୁରୁଙ୍କୁ ସତ ସତ ପ୍ରଣାମ🙏🙏🙏🙏


Rate this content
Log in

Similar oriya poem from Inspirational