STORYMIRROR

shmitaa mohanty

Comedy

3  

shmitaa mohanty

Comedy

ରାଜନୀତି

ରାଜନୀତି

1 min
422

ଲାଗେ ସେ ତ ମାଇକୁତି ଲୋ......ରାଜନୀତି

କାଟେ ତଣ୍ଟି ଧରେ ଚୁଟି ଲୋ ........ରାଜନୀତି

କରେ ମନ ଛନ ଛନ ଲୋ............ରାଜନୀତି

ନିଏ କେତେ ସେ ଜୀବନ ଲୋ ........ରାଜନୀତି

ନାହିଁ ଏଠି ଶିକ୍ଷା ଦିକ୍ଷା ଲୋ.......ରାଜନୀତି

ମାଗିଲେ ନ ଦିଏ ଭିକ୍ଷା ଲୋ.......ରାଜନୀତି

ରାଜନୀତି ରୁ ରାଜନେତା ଲୋ.......ରାଜନୀତି

ଯୁଆଡେ ବର୍ଷା ସିଆଡେ ତାଙ୍କ ଛତା ଲୋ.......ରାଜନୀତି

କିଏ ଗଢିଲା ଏଇ ନୀତି ଲୋ.......ରାଜନୀତି

ଖାଲି ଏଠି ପ୍ରିୟା ପ୍ରିତି ଲୋ.......ରାଜନୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy