Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KANHU CHARAN GOUDA

Abstract Others

3  

KANHU CHARAN GOUDA

Abstract Others

ପଥପ୍ରାନ୍ତ ନାଟକ

ପଥପ୍ରାନ୍ତ ନାଟକ

1 min
412



ଜୀବନର ପ୍ରତିଟି ଦୃଶ୍ୟ

ସତେ ଏକ ପଥପ୍ରାନ୍ତ ନାଟକ , 

ନା ଅଛି ରଙ୍ଗମଞ୍ଚ

ନା ଦୃଶ୍ୟସଜ୍ଜା ର ରଙ୍ଗୀନ ଆଲୋକ । 


କେତେବେଳେ କରୁଣ ରସରେ ପୂର୍ଣ୍ଣ ତ 

କେତେବେଳେ ହାସ୍ୟ ରସ , 

ପ୍ରଟିଟି ସଂଳାପ ରେ ଭରିଅଛି ସେଇ 

ବେଦନା ବୁକୁର ଇତିହାସ । 


ଏ ନାଟକର ମୁହିଁ ଗୋଟେ ଦୁଃଖୀ ଚରିତ୍ର,

ଦୁନିଆର ସବୁ ଦର୍ଶକ ଆଗରେ

ଆଜି ଲୁହରେ ଭିଜୁଛି ଏ ମୋ ନେତ୍ର । 


Rate this content
Log in

Similar oriya poem from Abstract