ଆଇନାର ଧାରେ
ଆଇନାର ଧାରେ
1 min
90
ଆଇନ ପୃଷ୍ଠରେ ଆଜି
ମୋର ଏଇ ପ୍ରତିଛବି
କିଛି ହରାଇ ଦେଲାଭଳି
କାହିଁ ପ୍ରତିତ ହୁଏ ,
ନିରାଶା ପ୍ରାନ୍ତରେ
ଗତିକରି ମନ
ନିଜଠୁ ନିଜେ କାହିଁ
ହାରିଯାଏ ।
କେତେ ଦିନ ଏମିତି
ହରାଜିତାର ପଶା ପାଲିରେ
ଚାଲୁଥିବି ,
ବାରମ୍ବାର ହାରିବା ସମ୍ମୁଖୀନ
ପରିବର୍ତ୍ତେ ଭାବୁଛି ଏ ଜୀବନ
ଖେଳରୁ ଓହରି ଯିବି ।
