STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ପ୍ରତିବାଦ

ପ୍ରତିବାଦ

1 min
406

ଖାଇବା ପାଇଁ ନ ବଞ୍ଚି ବଂଚିବା ପାଇଁ ଖାଇବା ଉଚିତ 

ହେଲେ 

ପୋଲିସ ଠୁ ଆରମ୍ଭ କରି ପ୍ରଶାସନ ଯାଏଁ ଖାଉଛନ୍ତି 

ନ୍ୟାୟ ଦେବା ନାଁ ରେ ଅନ୍ୟାୟ କରିଚାଲିଛନ୍ତି 

ନାରୀମାନଙ୍କୁ ଶୋଷଣ କରୁଛନ୍ତି 

ଖିନ୍ନ ଭିନ୍ନ କରି ଶରୀରଟା କୁ 

ଉପଭୋଗ କରିଚାଲନ୍ତି

ବଡବଡିଆଂକ ସାଥିରେ ସାଥ ଦେଉଛନ୍ତି 

ଶେଷରେ ରାଜନୀତି ର 

ଖେଳ ଖେଳୁଛନ୍ତି

ଖାଇ ଖାଇ କେତେ ଖାଇଲେ

ମନ ପୁରିବ

ଅନ୍ୟାୟ ସହ ଯିଏ ଲଢ଼ିଲl

ତାକୁ ଶେଷରେ

ମରିବାକୁ ପଡିବ


ସ୍ୱାଧୀନ ଭାରତରେ

ନାରୀ କରିଚାଲେ ସ୍ୱର ଉତ୍ତୋଳନ

ତଥାପି ମିଳେନାହିଁ

ନାରୀକୁ ନ୍ୟାୟ

ପ୍ରତିବାଦ କରି କରି ଥକି ଯାଏ

ପୋଲିସ ଠୁ ଆରମ୍ଭ କରି

ସମସ୍ତେ ଅନ୍ୟାୟ ର ସାଥ ଦିଅନ୍ତି

ନାରୀ ପ୍ରତି ଅନ୍ୟାୟ କୁ ଭୁଲି ଯାନ୍ତି

ସବୁରିମୂଳେ ଟଙ୍କାର ଖେଳ

ବଡ ବଡ଼ିଆ ଙ୍କ ହାତ

ଶୁଣିବାକୁ ନାହିଁ ଏଠି ବେଳ

ନାରୀ ପ୍ରତି କରନ୍ତି ଅନ୍ୟାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract