Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susanta Das

Romance

1  

Susanta Das

Romance

ପରପୁରୁଷ

ପରପୁରୁଷ

1 min
28


ନିଅ ମୋତେ!

ନିଃଅସ୍ତ୍ର ଠିଆ ମୁଁ

ତୁମରି ସାମ୍ନାରେ

ଗୋଟାପଣେ ନିଜର କରିଦେଇପାର

ନିଃସର୍ତରେ,

ଅବା ଇଚ୍ଛାମତେ ବ୍ୟବଚ୍ଛେଦ କରିପାର

ଆଦିମ ଘୃଣାରେ। 


Rate this content
Log in