STORYMIRROR

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା

ପ୍ରିୟା

1 min
166


ଈଶ୍ବର ଯେବେ 

ଗଢ଼ିଲେ ତୁମକୁ

ପଢ଼ି ଥିଲେ କିବା ସବୁ ସ୍ତୁତି

ଅପ୍ସରାମାନେ

ଅପସରି ଗଲେ

ଦେଖି ତୁମ ଅପରୂପ କାନ୍ତି ।

ତମେ ଦିଶୁ ଥିଲ ସତେ ପାର୍ବତୀ

ଦେଖି ଭ୍ରମରେ ପଡ଼ିଲେ ଉମାପତି

ପ୍ରଜାପିତା ଯେବେ

ପ୍ରଣୟ ରଚିଲେ

ବାହା ପାଣି ତୁମ

ଦେହରେ ସିଞ୍ଚିଲେ

ତୁମେ , ଉଡ଼ି ଗଲ ହେଇ ପ୍ରଜାପତି

କୁହ, ତୁମକୁ ଧରିବି ମୁଁ କେମିତି ?

ପ୍ରିୟା ।


Rate this content
Log in

Similar oriya poem from Romance