STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ପ୍ରିୟ ଭାରତବର୍ଷ

ପ୍ରିୟ ଭାରତବର୍ଷ

1 min
312

ଜନ ଗଣଂକ ସବୁଜ ଅରଣ୍ୟ

ଫୁଲ ଫୁଟା ଋତୁ

ଏବଂ

ସମସ୍ତଂକ ଲାଗି ଚଂଦନ

ପ୍ରିୟ ଭାରତବର୍ଷ

ଆଖି ରେ ଖୁଂଦି ଦେଉ ଥାଏ

ବାସ୍ତବତା

ମାଟିରୁ ମିଳୁ ଥାଏ ମାନବିକତା

ଜୀବନ କୁ କରି ଦେଉ ଥାଏ ମଂତ୍ର

ପ୍ରିୟ ଭାରତବର୍ଷ

ଭିନ୍ନା ଭିନ୍ନକୁ ବାଛି

ଫିଂଗି ଦେଉ ଥାଏ

ମଣିଷ ହେବାକୁ

ଶିଖାଉ ଥାଏ ବାରଂବାର

ଏ ମାଟି :ସମସ୍ତଂକ ପ୍ରିୟ ମାଟି

ଜହ୍ନରାତି ପରି ସ୍ୱପ୍ନିଳ

ପ୍ରିୟ ଭାରତବର୍ଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract