STORYMIRROR

Rajendra Majhi

Abstract

3  

Rajendra Majhi

Abstract

ପ୍ରେମକୁ ବୁଝିଗଲେ

ପ୍ରେମକୁ ବୁଝିଗଲେ

1 min
151

ପ୍ରେମ ଏକ ଅନୁଭବ 

ଯାହା ପାଇଁ ସମୟ ପାଲଟେ ରଙ୍ଗ

ସବୁକିଛି ଭଲଲାଗେ

ଜୀବନ ସମୁଦ୍ରରେ ଖେଳେ

ଯୈବନର ତରଙ୍ଗ।

ପ୍ରତ୍ୟେକ ସମୟ ଯଦି 

ଅନୁଭବ କରେ ମଣିଷ ତେବେ,

ବର୍ଷା ହେଉକି କି ବସନ୍ତ ଅବା ଶୀତ

ଗାଇ ଚାଲିବ ପ୍ରେମର ଗୀତ।


Rate this content
Log in

Similar oriya poem from Abstract