STORYMIRROR

Rajendra Majhi

Romance

3  

Rajendra Majhi

Romance

ଆଧୁନିକ ପୁରୁଷ

ଆଧୁନିକ ପୁରୁଷ

1 min
216

ମୁଁ ମୋ ଭିତରେ

ଧିରେ ଧିରେ ଅନୁଭବୀ ପାରୁଛି କାଉଲକୁ,

ମୁଁ ତାପରି ଜୁଆଡି,ଲମ୍ପଟ,ମଦ୍ୟପ

ହୋଇପାରେ

ତୁମରି ଭାଷାରେ,

ମୁଁ ଲମ୍ପଟ ନହେଲେ

ଜୁଆଡି ନହେଲେ

ମଦ୍ୟପ ନହେଲେ

ଆଧୁନିକ ହେବି ବା କିପରି 

ମୋ ଭାଷାରେ...।


Rate this content
Log in

Similar oriya poem from Romance