ପ୍ରେମ
ପ୍ରେମ
ପ୍ରେମ ସଦା ଅକ୍ଷୁର୍ଣ୍ଣ ନବ ଯୌବନ ପରି
ଅକ୍ଷତ ଶାଶ୍ଵତ ଓ ଅବିନଶ୍ଵର
ପ୍ରେମରେ ନାହିଁ ବିଚାର ଅବିଚାର
ସେ ତ ଅବିରତ ଭାବର ଧାର
ପଙ୍ଗୁ ଲଂଘି ଯାଏ ଗିରିଶୃଂଘ
ପ୍ରେମର ସ୍ପର୍ଶରେ ରାଧା ଶ୍ରୀ କୃଷ୍ଣଙ୍କର
ପ୍ରେମରେ ଶ୍ରେଷ୍ଠ ମାତୃ ପ୍ରେମର,
ନାହିଁ କୌଣସି ସନ୍ଦେହ ,ପ୍ରେମ
ସେ ତ ଭକ୍ତି ଓ ତ୍ୟାଗର ସମାହାର ।
