STORYMIRROR

PRIYABRAT PARIDA

Romance Others

3  

PRIYABRAT PARIDA

Romance Others

ପ୍ରେମ ସଙ୍ଗିନୀ

ପ୍ରେମ ସଙ୍ଗିନୀ

1 min
226

ଚେହେରା ତା ତାରା ପରି ଝିଲିମିଲି ଦିଶେ, 

ମୋତେ ଦେଖି ସେ ଖାଲି ଖିଲିଖିଲି ହସେ। 

ହସ ତାର ନେଇଯାଏ ମନକୁ ମୋ ମୋହି,

ମନ କଥା ଖୋଲି ତାକୁ ପାରେନା ମୁଁ କହି।

ଆଉ କେ ଦେଖିଲେ ତାକୁ ପାରେନାହିଁ ସହି, 

ନ ଦେଖିଲେ ତାକୁ ଟିକେ ପାରେନା ମୁଁ ରହି। 

ଛବିକୁ ତାହାର ଅନାଇ ମୋ ପାହିଯାଏ ରାତି, 

ତା ଓଠ ଛୁଆଁରେ ଦେହରେ ବଢିଯାଏ ତାତି। 

ରାତି ଦିନ ମୁହିଁ ଭାବୁଥାଏ କଥା ତାର ବସି। 

ମୋତି ଝରିପଡ଼େ ଓଠରୁ ତାର ଦେଲେ ହସି। 


Rate this content
Log in

Similar oriya poem from Romance