STORYMIRROR

Gunanidhi Samal

Comedy

2  

Gunanidhi Samal

Comedy

ପ୍ରେମ ପ୍ରତିଜ୍ଞା

ପ୍ରେମ ପ୍ରତିଜ୍ଞା

1 min
44

ରୋଜ ଯାଚିଲି ପ୍ରପୋଜ କରିଲି

ଚକୋଲେଟ ଦେଲି କିଣି

ଖେଳିବା ପାଇଁ ତୁ ବଜାରକୁ ଯାଇ

ଟେଡି ଦେଇଥିଲି ଆଣି  

ସିନେମା ନେଇଛି ଯାତରା ନେଇଛି

ସାଥେ ନେଇଥିଲି ପୁରୀ

ଶାଢ଼ୀ କିଣିଦେଲି ଘଡି କିଣିଦେଲି

ହାତରୁ ପଇସା ସାରି  

କରୁଛି ଏବେ ପ୍ରମିଜ

ବାପ ଭାଇ ତୋର ରାଜି ନ' ହୋଇଲେ

ଉଡେଇ ନେବିଲୋ ଆଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy