ଫୁଲେଇ ପ୍ରିୟା
ଫୁଲେଇ ପ୍ରିୟା
ମୋ ପ୍ରିୟା ଦିନେ
ଅଭିମାନେ ପଚାରିଲା
ଭୁଲିଯିବ କି କେବେ
ପ୍ରିୟତମ ମୋତେ
ତା ଅଭିମାନେ
ଉତ୍ତର ମୁଁ ଦେଲି
ଶାଶ୍ୱତ ପ୍ରେମକୁ
ଭୁଲି ହବକି କେବେ
ଫୁଲେଇ ପ୍ରିୟାର
ଅଳସୀ ଆଖିରେ
ବାରି ହୋଇଯାଏ
କେତେ ଭଲ ପାଏ
ପ୍ରେମ ତ ପୂଜା
ପ୍ରେମ ତ ଆରାଧନା
ପ୍ରେମ ତ ଶାଶ୍ୱତ
ପ୍ରେମ ଚିର ବସନ୍ତ
